Odia Lokabani - ଓଡ଼ିଆ ଲୋକବାଣୀ Odia Lokabani (Complete List) Odia Lokabani - ଓଡ଼ିଆ ଲୋକବାଣୀ #Part 1 Odia Lokabani - ଓଡ଼ିଆ ଲୋକବାଣୀ #Part 2 Odia Lokabani - ଓଡ଼ିଆ ଲୋକବାଣୀ #Part 3 Odia Lokabani - ଓଡ଼ିଆ ଲୋକବାଣୀ #Part 4 Odia Lokabani - ଓଡ଼ିଆ ଲୋକବାଣୀ #Part 5 Share Get link Facebook X Pinterest Email Other Apps Share Get link Facebook X Pinterest Email Other Apps Comments
Odia Lokabani - ଓଡ଼ିଆ ଲୋକବାଣୀ #Part 1 ଲୋ କ ବା ଣୀ ପ୍ରଥମ ଅଧ୍ୟାୟ - PART I ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ ' ଲୋକବାଣୀ ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ। Read more
Odia Lokabani - ଓଡ଼ିଆ ଲୋକବାଣୀ #Part 2 ଲୋ କ ବା ଣୀ PARRT - II - ଦ୍ୱିତୀୟ ଭାଗ ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ। Read more
Interesting facts about ODISHA in Odia language #1 ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ହୋଇଥିବାରୁ ଏଠାକାର ବାସିନ୍ଦା ମୁଖ୍ୟତଃ ଓଡ଼ିଆ ରେ କଥାବାର୍ତା ହୋଇଥାନ୍ତି। ଅନେକ କୌତୁକିଆ ଖବର ଓଡିଶା ବିଷୟରେ ପୃଥିବୀର ଅନେକ ସ୍ଥାନରେ ବାହାରି ଥାଏ। ସେହିପରି କିଛି ମଜାଦାର ସୁଚନା ଆପଣ ଏଠାରେ ଜାଣିବାକୁ ପାଇବେ। ବିଡ଼ିଓ ଟି ଭଲ ଲାଗିଲେ, ଆପଣଙ୍କ ସାଙ୍ଗ ମାନଙ୍କ ସହ share କରିବାକୁ ଭୁଲିବେନି। ଧନ୍ୟବାଦ। Read more
Comments
Post a Comment