Skip to main content

Posts

Recent posts

Practise Set for RRB Group D Science Questions

Practice questions for RRB GROUP D EXAMINATION 2018 Please share this video.

Complete Procedures to Apply & Obtain SEBC , OBC , Residence & Income Certificates

Complete Procedures to Apply & Obtain SEBC , OBC , Residence & Income Certificates All most every student needs these certificates once in a life to fulfill several requirements for employment purpose, scholarships, reservations etc. Presently it is very easy process to obtain these certificates because of arriving JANA SEVA KENDRAs in every single village. They are official registered centers to give these kind of services to needy students/applicants.

RRB Group D - Important Science Questions with Answers & Pictures #Part 1

Very Important Questions for Railway Recruitment Board for Group D Posts of 2018.

Odia Lokabani - ଓଡ଼ିଆ ଲୋକବାଣୀ #Part 2

ଲୋ କ ବା ଣୀ PARRT - II - ଦ୍ୱିତୀୟ ଭାଗ ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।

Odia Lokabani - ଓଡ଼ିଆ ଲୋକବାଣୀ #Part 1

ଲୋ କ ବା ଣୀ ପ୍ରଥମ ଅଧ୍ୟାୟ - PART I ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ। ଉଦାହରଣସ୍ୱରୂପ -   ଅଣ୍ଟିଛୁରୀ ତଣ୍ଟିକାଟେ  - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି। କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ ' ଲୋକବାଣୀ ' ଭାବରେ ପ୍ରଚଳିତ ହୋଇଆସୁଛି। ଏହି ଲୋକବାଣୀକୁ ପ୍ରବଚନ ମଧ୍ୟ କୁହାଯାଏ।

Interesting facts about ODISHA in Odia language #1

ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ହୋଇଥିବାରୁ ଏଠାକାର ବାସିନ୍ଦା ମୁଖ୍ୟତଃ ଓଡ଼ିଆ ରେ କଥାବାର୍ତା ହୋଇଥାନ୍ତି। ଅନେକ କୌତୁକିଆ ଖବର ଓଡିଶା ବିଷୟରେ ପୃଥିବୀର ଅନେକ ସ୍ଥାନରେ ବାହାରି ଥାଏ। ସେହିପରି କିଛି ମଜାଦାର ସୁଚନା ଆପଣ ଏଠାରେ ଜାଣିବାକୁ ପାଇବେ। ବିଡ଼ିଓ ଟି ଭଲ ଲାଗିଲେ, ଆପଣଙ୍କ ସାଙ୍ଗ ମାନଙ୍କ ସହ share କରିବାକୁ ଭୁଲିବେନି। ଧନ୍ୟବାଦ।